Priyanka Chopra: ଏଟଲୀଙ୍କ ନୂଆ ପ୍ରୋଜେକ୍ଟ୍; ଅଲୁ ଅର୍ଜୁନଙ୍କ ସହ ସ୍କ୍ରିନ୍ ଶେୟାର କରିବେ ବଲିଉଡ୍‌ର ଗ୍ଲୋବାଲ ଆଇକନ୍ !

ଏଥର ଏଟଲୀ ସାଉଥ୍‌ ସୁପର୍‌ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ସହ ଏକ ମେଗା ଆକ୍ସନ୍ ଫିଲ୍ମ “A6” ନିର୍ମାଣ କରୁଛନ୍ତି। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି - ବଲିଉଡ୍‌ର ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରାଙ୍କୁ ଏହି ପ୍ରୋଜେକ୍ଟ ପାଇଁ ଆପ୍ରୋଚ୍ କରାଯାଇଛି।

Priyanka Chopra: ଏଟଲୀଙ୍କ ନୂଆ ପ୍ରୋଜେକ୍ଟ୍; ଅଲୁ ଅର୍ଜୁନଙ୍କ ସହ ସ୍କ୍ରିନ୍ ଶେୟାର କରିବେ ବଲିଉଡ୍‌ର ଗ୍ଲୋବାଲ ଆଇକନ୍ !
Array