Priyanka Chopra: ବିମାନ ବନ୍ଦରରେ ମନ ମୋହିଲେ ଦେଶୀ ଗର୍ଲ
ପ୍ରିୟଙ୍କା ଚୋପ୍ରା ତାଙ୍କ ଚେହେରା ପାଇଁ ସବୁବେଳେ ଧ୍ୟାନ ଆକର୍ଷଣ କରିଥାନ୍ତି। ସେ ବଲିଉଡ୍ ଠାରୁ ହଲିଉଡ୍ ପର୍ଯ୍ୟନ୍ତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିଛି ଦିନ ଧରି ହଲିଉଡ୍ରେ ବ୍ୟସ୍ତ ଥିବାରୁ ସେ ବଲିଉଡରୁ ଦୂରେଇ ଯାଇଥିଲେ। ବର୍ତ୍ତମାନ ପ୍ରିୟଙ୍କା ବଲିଉଡକୁ ଫେରିଛନ୍ତି।