Priyanka's Involvement with Pakistani Intelligence: ପହଲଗାମରୁ ପାକିସ୍ତାନ ଯାଏଁ ଫଟୋ ଓ ଭିଡ଼ିଓକୁ ନେଇ ତନାଘନା, ଅକଳରେ ୟୁଟ୍ୟୁବର ପ୍ରିୟଙ୍କା

ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାକୁ ଗୁପ୍ତ ତଥ୍ୟ ଦେଇଛନ୍ତି କି ପୁରୀ ଝିଅ ପ୍ରିୟଙ୍କା ସେନାପତି? ଜ୍ୟୋତିଙ୍କ ସହ ପୁଳା ପୁଳା ଫଟୋ ଓ ଭିଡ଼ିଓର ଯାଞ୍ଚ କରିବା ସହ ପାକିସ୍ତାନ କରତାରପୁର ଗସ୍ତ ରହସ୍ୟ ଭେଦିବାକୁ ବି ଚାଲିଛି ଘଣ୍ଟାଚକଟା। ପ୍ରିୟଙ୍କାଙ୍କ ସବୁ ସୋସିଆଲ ମିଡିଆ ପ୍ରୋଫାଇଲ୍ ଯାଞ୍ଚ ପରେ ଏବେ ଚାଲିଛି ଘନ ଘନ ଜେରା।

Priyanka's Involvement with Pakistani Intelligence: ପହଲଗାମରୁ ପାକିସ୍ତାନ ଯାଏଁ ଫଟୋ ଓ ଭିଡ଼ିଓକୁ ନେଇ ତନାଘନା, ଅକଳରେ ୟୁଟ୍ୟୁବର ପ୍ରିୟଙ୍କା
Array