Procurement Crisis In Odisha: ମନ୍ତ୍ରୀ ଯିବା ପରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ...ପୁଣି ଆରମ୍ଭ ମିଲର୍ସଙ୍କ ମନମାନୀ

ଗତ ନଭେମ୍ବର ୨୦ ତାରିଖ, ରାଜ୍ୟର ଭାତହାଣ୍ଡି ବରଗଡ ଜିଲ୍ଳା କଳାପାଣି ମଣ୍ଡିରେ ପହଞ୍ଚିଥିଲେ ଖୋଦ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସ୍ଥାନୀୟ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସହିତ ବାଜା ଗାଜା ସହିତ, ମଣ୍ଡି ପହଞ୍ଚିଥିଲେ ମନ୍ତ୍ରୀ । ନଡିଆ ଭାଙ୍ଗି ଆରମ୍ଭ କରିଥିଲେ ଧାନ କିଣାବିକାର କାରବାର । କିନ୍ତୁ ମନ୍ତ୍ରୀ ଗଲା ପରେ ସ୍ଥିତି ‘‘ ଯଥା ପୁର୍ବଂ ତଥା ପରଂ ’’ । ଆରମ୍ଭ ହେଲା ଧାନ କିଣାବିକାରେ ମିଲର୍ସଙ୍କ ମନମାନୀ ।

Procurement Crisis In Odisha: ମନ୍ତ୍ରୀ ଯିବା ପରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ...ପୁଣି ଆରମ୍ଭ ମିଲର୍ସଙ୍କ ମନମାନୀ
Array