Proposed In Front Of Tornado: ଏମିତି ପ୍ରେମିକ...ମାନିଲେନି ଝଡ଼ତୋଫାନ, ପ୍ରେମିକା ପାଇଁ କରିଦେଲେ ଏମିତି

ପ୍ରେମର ମୂକସାକ୍ଷୀ ରହିଲା ଘୂର୍ଣ୍ଣିଝଡ଼ । ଝଡ଼ତୋଫାନ ମାଡି ଆସୁଥାଏ, ଜୀବନକୁ ଖାତିର୍‌ ନକରି ଘୂର୍ଣ୍ଣିଝଡ଼ ସାମ୍ନାରେ ମୁଦିଟିଏ ଧରି ପ୍ରେମିକାକୁ ପ୍ରେମ ନିବେଦନ କଲେ ଆମେରିକୀୟ ପ୍ରେମିକ ।

Proposed In Front Of Tornado: ଏମିତି ପ୍ରେମିକ...ମାନିଲେନି ଝଡ଼ତୋଫାନ, ପ୍ରେମିକା ପାଇଁ କରିଦେଲେ ଏମିତି
Array