Protest Against Wakf Bill in Bengal: ୱକ୍‌ଫ ବିଲକୁ ବିରୋଧ କରି ପଶ୍ଚିମବଙ୍ଗରେ ହିଂସା, ଚାଲିଗଲା ୩ ଜୀବନ

ୱକଫ ବିଲକୁ ବିରୋଧ ଧରି ମୁର୍ସିଦାବାଦରେ ଆନ୍ଦୋଳନ ବେଳେ ପ୍ରବଳ ହିଂସାକାଣ୍ଡ ହୋଇଛି । ବ୍ୟାପକ ଭଙ୍ଗାରୁଜା ସହ ଗାଡ଼ି ପୋଡ଼ାଜଳା ବି କରିଛନ୍ତି ଆନ୍ଦୋଳନକାରୀ ।

Protest Against Wakf Bill in Bengal: ୱକ୍‌ଫ ବିଲକୁ ବିରୋଧ କରି ପଶ୍ଚିମବଙ୍ଗରେ ହିଂସା, ଚାଲିଗଲା ୩ ଜୀବନ
Array