Shreeyam Mishra: ICU ବେଡ୍‌ରେ ୧୫ ବର୍ଷର ବାଳକ ଶ୍ରୀୟମ; ସହାୟତା ପାଇଁ ନେହୁରା ହେଉଛନ୍ତି ପରିବାର...

ବଢିଲା ପୁଅକୁ ଏବେ ବ୍ରେନ୍ ଷ୍ଟ୍ରୋକ୍ । ଯେଉଁ ବୟସରେ ପାଠ ପଢି, ଗାଁ ଦାଣ୍ତରେ ଖେଳିବା କଥା ସେହି ବୟସରେ ଏବେ ମେଡ଼ିକାଲ ବେଡ୍‌ରେ ଦିନ କାଟୁଛନ୍ତି ଶ୍ରୀନିବାସଙ୍କ ୧୫ ବର୍ଷର ପୁଅ ଶ୍ରୀୟମ ।

Shreeyam Mishra: ICU ବେଡ୍‌ରେ ୧୫ ବର୍ଷର ବାଳକ ଶ୍ରୀୟମ; ସହାୟତା ପାଇଁ ନେହୁରା ହେଉଛନ୍ତି ପରିବାର...
Array