ଶିକାରୀର ଶିକାର ଫରେଷ୍ଟଗାର୍ଡ!

ଜଣେ ଦକ୍ଷ, ନିର୍ଭିକ ଆଉ କର୍ତ୍ତବ୍ୟନିଷ୍ଠ ଥିଲେ ସେ। ରାତି-ଦିନ ଜଙ୍ଗଲର ଜାଗ୍ରତ ପ୍ରହରି ସାଜିଥିଲେ। କି ଖରା, କି ବର୍ଷା ସର୍ବଦା ଦାୟିତ୍ୱକୁ ପ୍ରତିପାଦନ କରୁଥିଲେ। ଆଉ ସେଇଥିପାଇଁ ରାଜ୍ୟ ସରକାର ଜଣେ ଦକ୍ଷ ଅଫିସର ଭାବେ ତାଙ୍କୁ ସମ୍ମାନିତ କରିଥିଲେ।

ଶିକାରୀର ଶିକାର ଫରେଷ୍ଟଗାର୍ଡ!
Array