Protest Over Suspension of 12 MLAs: Congress Legislators Stage Overnight Dharna at Master Canteen
୧୨ ବିଧାୟକଙ୍କୁ ନିଲମ୍ବନର ଜୋରଦାର ପ୍ରତିବାଦ। ଗତକାଲି ବିଳମ୍ବିତ ରାତି ଯାଏ କଂଗ୍ରେସ ବିଧାୟକମାନେ ଗୃହ ଭିତରେ ରହିଥିଲେ। ଏହାପରେ ମାଷ୍ଟରକ୍ୟାଣ୍ଟିନ ଛକରେ ଧାରଣାରେ ବସିଛନ୍ତି। ରାଜରାସ୍ତାରେ ରାତି ସାରା ବସିବା ସହ ସେଇଠି ଶୋଇଲେ ବିଧାୟକ