Protests in Manipur: ପେଟ୍ରୋଲ ଢାଳି ଆତ୍ମାହୂତି ଚେତାବନୀ : ୫ ଦିନ ଯାଏଁ କର୍ଫ୍ୟୁ ଜାରି, ଇଣ୍ଟରନେଟ୍ ବନ୍ଦ

ମୁଣ୍ଡରେ ପେଟ୍ରୋଲ ଢାଳି ଆତ୍ମାହୂତି ଚେତାବନୀ । ମୈତେଇ ନେତାଙ୍କ ଗିରଫଦାରୀ ପରେ ଉତ୍ତେଜନା । ପୁଣି ଅଶାନ୍ତ ହେଲା ମଣିପୁର । ୫ ଦିନ ଯାଏଁ କର୍ଫ୍ୟୁ ଜାରି ରହିବା ସହ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।

Protests in Manipur: ପେଟ୍ରୋଲ ଢାଳି ଆତ୍ମାହୂତି ଚେତାବନୀ : ୫ ଦିନ ଯାଏଁ କର୍ଫ୍ୟୁ ଜାରି, ଇଣ୍ଟରନେଟ୍ ବନ୍ଦ
Array