Marijuana Seized: ରାଜଧାନୀରୁ ମିଳିଲା ୩୦ କୋଟିର ମାରିଜୁଆନା; ଜବତ କଲା କଷ୍ଟମସ ବିଭାଗ...

ଭୁବନେଶ୍ୱର ଏୟାରପୋର୍ଟରୁ ମିଳିଛି ହାଇଡ୍ରୋଫୋନିକ ୱିଡ ବା ମାରିଜୁଆନା I ବିମାନରେ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ କଷ୍ଟମସ ବିଭାଗ ମାରିଜୁଆନା ଜବତ କରିଛି।

Marijuana Seized: ରାଜଧାନୀରୁ ମିଳିଲା ୩୦ କୋଟିର ମାରିଜୁଆନା; ଜବତ କଲା କଷ୍ଟମସ ବିଭାଗ...
Array