Pune Engineer Suicide: ଅଧାରୁ ମିଟିଂ ଛାଡି ଅଫିସ ବିଲ୍ଡିଂରୁ ଡେଇଁ ଜୀବନ ହାରିଲେ IT ଇଞ୍ଜିନିୟର

ଅଫିସରେ ମିଟିଂ ଚାଲୁଥିବା ବେଳେ ମିଟିଂ ଛାଡି ପୁଣେରେ ଆଇଟି ଇଞ୍ଜିନିୟର ପୀୟୂଷ ଅଶୋକ କାବାଡେ ଫିସ ବିଲ୍ଡିଂର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେ ଏକ ସୁଇସାଇଡ୍ ନୋଟ୍ ଛାଡି ଯାଇଛନ୍ତି।

Pune Engineer Suicide: ଅଧାରୁ ମିଟିଂ ଛାଡି ଅଫିସ ବିଲ୍ଡିଂରୁ ଡେଇଁ ଜୀବନ ହାରିଲେ IT ଇଞ୍ଜିନିୟର
Array