Puri-Hatia Tapaswini Express Stone Attack: ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସକୁ ପଥର ମାଡ଼; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ରେଙ୍ଗାଲିରୁ ଝାରସୁଗୁଡ଼ା ଷ୍ଟେସନ ମଧ୍ୟରେ ପୁରୀ-ହଟିଆ ତପସ୍ବିନୀ ଏକ୍ସପ୍ରେସକୁ ପଥର ମାଡ଼ ହୋଇଛି। ପଥର ମାଡ଼ରେ ଟ୍ରେନ ଏସି କୋଚ ଝରକାର କାଚ ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ରେଲୱେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।