Puri Srimandir: ନୂଆବର୍ଷରୁ ଦିଅଁ ଦର୍ଶନ ପାଇଁ ନୂଆ ପ୍ରଣାଳୀ, ସେବାୟତ ଉଠାଇଲେ ଆପତ୍ତି

ଡିସେମ୍ବର ୩୦-୩୧ ଦୁଇଦିନ ପରୀକ୍ଷାମୂଳକ ଭାବେ ଦର୍ଶନ ଚାଲିବ । ତେଣେ ପରିଚାଳନା କମିଟିରେ ବିନା ବିଚାରବିମର୍ଶ ଓ ଛତିଶା ନିଯୋଗର ମତାମତ ନିଆ ନଯାଇ ନୂଆ ବ୍ୟବସ୍ଥା ଲାଗୁ କରାଯାଉଥିବାରୁ ଆପତ୍ତି ଉଠାଇଛନ୍ତି ସେବାୟତ ।

Puri Srimandir: ନୂଆବର୍ଷରୁ ଦିଅଁ ଦର୍ଶନ ପାଇଁ ନୂଆ ପ୍ରଣାଳୀ, ସେବାୟତ ଉଠାଇଲେ ଆପତ୍ତି
Array