Puri stampede probe : ଶରଧାବାଲିରେ ଦଳାଚକଟା ଘଟଣା, ତଦନ୍ତକୁ ନେଇ ଏମିତି କହିଲେ ମନ୍ତ୍ରୀ...

ଦଳାଚକଟା ଘଟଣାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ମାସକରେ ତଦନ୍ତ ସରିବ କହିଲେ ମନ୍ତ୍ରୀ । ପହଡ଼ ପାଇଁ ଅଘଟଣ ଚର୍ଚ୍ଚାକୁ ଖଣ୍ଡନ କଲେ ଆଇନ ମନ୍ତ୍ରୀ । ଉନ୍ନୟନ କମିଶନର ଏହି ମାମଲାର ତଦନ୍ତ ଆରମ୍ଭ କରିବେ ।

Puri stampede probe : ଶରଧାବାଲିରେ ଦଳାଚକଟା ଘଟଣା, ତଦନ୍ତକୁ ନେଇ ଏମିତି କହିଲେ ମନ୍ତ୍ରୀ...
Array