Pushpa: 2 Collection Day 3: ଛୁଟୁଛି ରୋଜଗାରର ସୁଅ; ବିଦେଶରେ ବି ହଚଚଇ କରୁଛି ‘ପୁଷ୍ପା ୨’

ପୁଷ୍ପା ୨’ର ରୋଜଗାର ଝଡ ବନ୍ଦ ହୋଇନି। କେବଳ ତିନି ଦିନରେ ଫିଲ୍ମ ୫୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। ଯାହା ଏକ ରେକର୍ଡ ଭାଙ୍ଗିବା ଠାରୁ କମ୍ ନୁହେଁ।

Pushpa: 2 Collection Day 3: ଛୁଟୁଛି ରୋଜଗାରର ସୁଅ; ବିଦେଶରେ ବି ହଚଚଇ କରୁଛି ‘ପୁଷ୍ପା ୨’
Array