Pushpa 2 Day 1 Collection: ‘ପୁଷ୍ପା ୨’ ଭାଙ୍ଗିଲାଣି ସବୁ ରେକର୍ଡ; ପ୍ରଥମ ଦିନରେ କଲାଣି ଏତେ କୋଟି ରୋଜଗାର

‘ପୁଷ୍ପା ୨’ ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ଯେଉଁଥିରେ ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ଭାରତର ପ୍ରାୟ ସମସ୍ତ ବଡ ବଡ ଫିଲ୍ମକୁ ପଛରେ ପକେଇଦେଇଛି।

Pushpa 2 Day 1 Collection: ‘ପୁଷ୍ପା ୨’ ଭାଙ୍ଗିଲାଣି ସବୁ ରେକର୍ଡ; ପ୍ରଥମ ଦିନରେ କଲାଣି ଏତେ କୋଟି ରୋଜଗାର
Array