ଆଠଗଡ ଗୁଳିମାଡ ଘଟଣା, ଭାଇରାଲ ଭିଡିଓ ଆଧାରରେ ପୋଲିସର ଛାନଭିନ୍

ଆଠଗଡ୧୧/୪ ମହିଧରପୁର ଗାଁରେ ଦାଦାବଟିକୁ କେନ୍ଦ୍ର କରି ଗୁଳିମାଡ ଘଟଣାରେ ପୋଲିସର ତନାଘନା ଜାରି ।  ଘଟଣାସ୍ଥଳ ପରିଦର୍ଶନ କରି ଛାନଭିନ କରିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି । ଘଟଣାସ୍ଥଳରୁ ଗୁଳିର ଖୋକା ଜବତ କରି ସାଇଣ୍ଟିଫିକ ଟିମ୍‌ ସହ ତଦନ୍ତ କରୁଛି ପୋଲିସ । ଦୁର୍ବୃତ୍ତ ହାତରେ ବନ୍ଧୁକ ଧରିଥିବାର ଭାଇରାଲ ଭିଡିଓ ଓ ଫଟୋକୁ ଆଧାର କରି ଛାନଭିନ ଚଳାଇଛି ପୋଲିସ ।ବୁଧବାର ସଂଧ୍ୟାରେ ଦାଦାବଟିକୁ କେନ୍ଦ୍ର କରି ମହିଧରପୁର ଗାଁର ଟ୍ରାକ୍ଟର ଡ୍ରାଇଭର ବିଶ୍ବଜିତ ପଲେଇଙ୍କୁ ଗୁଳିମାଡ କରିଥିଲା ସେହି ଗାଁର ଦିଲୁ ପଲେଇ । ଗୁଳିମାଡରେ ଦିଲୁ ସହ୪ ରୁ ୫ ଜଣ ସହଯୋଗୀ ସାମିଲ ଥିଲେ । ଏବେ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସାଧୀନ ଅଛନ୍ତି ବିଶ୍ବଜିତ । You Can Read: ସୁଧ ଟଙ୍କା ଆଦାୟକୁ ନେଇ ଗାଁରେ ଲଙ୍କାକାଣ୍ଡ, ୨ ପ୍ଲାଟୁନ ଫୋର୍ସ ମୁତୟନ  

ଆଠଗଡ ଗୁଳିମାଡ ଘଟଣା, ଭାଇରାଲ ଭିଡିଓ ଆଧାରରେ ପୋଲିସର ଛାନଭିନ୍

ଆଠଗଡ୧୧/୪ ମହିଧରପୁର ଗାଁରେ ଦାଦାବଟିକୁ କେନ୍ଦ୍ର କରି ଗୁଳିମାଡ ଘଟଣାରେ ପୋଲିସର ତନାଘନା ଜାରି ।  ଘଟଣାସ୍ଥଳ ପରିଦର୍ଶନ କରି ଛାନଭିନ କରିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି । ଘଟଣାସ୍ଥଳରୁ ଗୁଳିର ଖୋକା ଜବତ କରି ସାଇଣ୍ଟିଫିକ ଟିମ୍‌ ସହ ତଦନ୍ତ କରୁଛି ପୋଲିସ । ଦୁର୍ବୃତ୍ତ ହାତରେ ବନ୍ଧୁକ ଧରିଥିବାର ଭାଇରାଲ ଭିଡିଓ ଓ ଫଟୋକୁ ଆଧାର କରି ଛାନଭିନ ଚଳାଇଛି ପୋଲିସ ।

ବୁଧବାର ସଂଧ୍ୟାରେ ଦାଦାବଟିକୁ କେନ୍ଦ୍ର କରି ମହିଧରପୁର ଗାଁର ଟ୍ରାକ୍ଟର ଡ୍ରାଇଭର ବିଶ୍ବଜିତ ପଲେଇଙ୍କୁ ଗୁଳିମାଡ କରିଥିଲା ସେହି ଗାଁର ଦିଲୁ ପଲେଇ । ଗୁଳିମାଡରେ ଦିଲୁ ସହ୪ ରୁ ୫ ଜଣ ସହଯୋଗୀ ସାମିଲ ଥିଲେ । ଏବେ ଗୁରୁତର ଅବସ୍ଥାରେ କଟକରେ ଚିକିତ୍ସାଧୀନ ଅଛନ୍ତି ବିଶ୍ବଜିତ । 


You Can Read: ସୁଧ ଟଙ୍କା ଆଦାୟକୁ ନେଇ ଗାଁରେ ଲଙ୍କାକାଣ୍ଡ, ୨ ପ୍ଲାଟୁନ ଫୋର୍ସ ମୁତୟନ