Pushpa 2 Release: ରିଲିଜ୍‌ ହେଲା ପୁଷ୍ପା-୨, ଫିଲ୍ମ ଦେଖିବାକୁ ସିନେମା ହଲ୍‌ରେ ପ୍ରବଳ ଭିଡ଼

ରିଲିଜ୍ ହୋଇଛି ଏ ଦଶନ୍ଧିର ସବୁଠୁ ବଡ଼ ଆଉ ବହୁ ପ୍ରତିକ୍ଷିତ ସିନେମା ପୁଷ୍ପା- ଟୁ । ଶୀତ ରାତିର ଯେଉଁଠି ସକାଳୁ ଉଠିବା ମୁସ୍କିଲ ସେଠି ସକାଳ ସାଢେ଼ ୫ ଟାରେ ହାଉସ୍ ଫୁଲ୍ ଶୋ ।

Pushpa 2 Release: ରିଲିଜ୍‌ ହେଲା ପୁଷ୍ପା-୨, ଫିଲ୍ମ ଦେଖିବାକୁ ସିନେମା ହଲ୍‌ରେ ପ୍ରବଳ ଭିଡ଼
Array