Pushpa 2: ‘ପୁଷ୍ପା ୨’ ରିଲିଜ୍ ପୂର୍ବରୁ ଦର୍ଶକଙ୍କୁ କଲା ନିରାଶ; ସମସ୍ତ ପ୍ଲାନ୍ ଫସର ଫାଟିଲା
‘ପୁଷ୍ପା ୨’ ଡିସେମ୍ବର ୦୫ରେ ରିଲିଜ୍ ହେବାକୁ ଯାଉଛି। କିନ୍ତୁ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ପ୍ରଶଂସକଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି। ଯେଉଁମାନେ ଏହାର 3d ଭର୍ସନ୍ ଦେଖିବାକୁ ପ୍ଲାନ କରିଥିଲେ ସେମାନଙ୍କ ପାଇଁ ଖରାପ ଖବର ଆସିଛି।