ଜଙ୍ଗଲ ଗଲା ବାଘୁଣୀ ଜିନ୍ନତ : ଶିମିଳିପାଳ ଏନ୍‌କ୍ଲୋଜରରୁ, ଜଙ୍ଗଲର କୋର୍‌ ଅଞ୍ଚଳକୁ ଛାଡ଼ିଲା ବନବିଭାଗ

କନକବ୍ୟୁରୋ : ଜଙ୍ଗଲ ଗଲା ବାଘୁଣୀ ଜୀନତ । ଗତକାଲି ଏନକ୍ଲୋଜରରୁ ମୁକ୍ତ କରାଯାଇ ଶିମିଳିପାଳ କୋର ଅଂଚଳକୁ ଛଡ଼ାଯାଇଛି । ଜିନତ ଉପରେ ନଜର ରଖିଛନ୍ତି ବନ ବିଭାଗର ୩ଟି ଟିମ୍ । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀର ବୟସ ୩ବର୍ଷ ହୋଇଥିବା ବେଳେ ବନ ବିଭାଗର ସ୍ବତନ୍ତ୍ର ଗାଡ଼ିରେ ତାକୁ ଶିମିଳିପାଳ ନିଆଯାଇଥିଲା  । ମହାରାଷ୍ଟ୍ର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଏହି ବାଘୁଣୀକୁ ଶିମିଳିପାଳକୁ ଅଣାଯାଇଛି ।  କିଛି ଦିନ ତଳେ ବାଘୁଣୀ ଯମୁନାକୁ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଥିଲା। ଯମୁନା ସ୍ଥାନୀୟ ପରିବେଶ ସହ ଖାପ ଖୁଆଇବା ସହ ଶିକାର କରୁଛି  । ଏବେ ଜୀନ୍ନତକୁ ମଧ୍ୟ ଏନକ୍ଲୋଜରରୁ ମୁକ୍ତ କରାଯାଇଛି  ।    

ଜଙ୍ଗଲ ଗଲା ବାଘୁଣୀ ଜିନ୍ନତ : ଶିମିଳିପାଳ ଏନ୍‌କ୍ଲୋଜରରୁ, ଜଙ୍ଗଲର କୋର୍‌ ଅଞ୍ଚଳକୁ ଛାଡ଼ିଲା ବନବିଭାଗ

କନକବ୍ୟୁରୋ : ଜଙ୍ଗଲ ଗଲା ବାଘୁଣୀ ଜୀନତ । ଗତକାଲି ଏନକ୍ଲୋଜରରୁ ମୁକ୍ତ କରାଯାଇ ଶିମିଳିପାଳ କୋର ଅଂଚଳକୁ ଛଡ଼ାଯାଇଛି । ଜିନତ ଉପରେ ନଜର ରଖିଛନ୍ତି ବନ ବିଭାଗର ୩ଟି ଟିମ୍ ।

ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀର ବୟସ ୩ବର୍ଷ ହୋଇଥିବା ବେଳେ ବନ ବିଭାଗର ସ୍ବତନ୍ତ୍ର ଗାଡ଼ିରେ ତାକୁ ଶିମିଳିପାଳ ନିଆଯାଇଥିଲା  । ମହାରାଷ୍ଟ୍ର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଏହି ବାଘୁଣୀକୁ ଶିମିଳିପାଳକୁ ଅଣାଯାଇଛି । 

କିଛି ଦିନ ତଳେ ବାଘୁଣୀ ଯମୁନାକୁ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଥିଲା। ଯମୁନା ସ୍ଥାନୀୟ ପରିବେଶ ସହ ଖାପ ଖୁଆଇବା ସହ ଶିକାର କରୁଛି  । ଏବେ ଜୀନ୍ନତକୁ ମଧ୍ୟ ଏନକ୍ଲୋଜରରୁ ମୁକ୍ତ କରାଯାଇଛି  ।