Rahul Broke Gavaskar Record: ବିଦେଶ ମାଟିରେ ରାହୁଲଙ୍କ ଆଉ ଏକ କୀର୍ତ୍ତିମାନ, ଓପନର ଭାବେ କଲେ ଏମିତି ରେକର୍ଡ

ଇଂଲଣ୍ଡ ମାଟିରେ ଓପନର ଭାବରେ ସବୁଠାରୁ ଅଧିକ ଶତକ ମାରିବାର ରେକର୍ଡ ନିଜ ନାମରେ କରିଛନ୍ତି ରାହୁଲ। ସୋମବାର ଉଭୟ ରାହୁଲ ଓ ରିଷଭ ପନ୍ତ ଭାରତ ପକ୍ଷରୁ ଶତକ ହାସଲ କରିଥିଲେ।

Rahul Broke Gavaskar Record: ବିଦେଶ ମାଟିରେ ରାହୁଲଙ୍କ ଆଉ ଏକ କୀର୍ତ୍ତିମାନ, ଓପନର ଭାବେ କଲେ ଏମିତି ରେକର୍ଡ
Array