Rahul Gandhi: ଦମ୍ ଲଗେଇକି ଲୋକଙ୍କୁ ବୁଝା, ଲଢ଼େଇ କର ଓ ସରକାରକୁ ବଦଳାଅ, ଏମିତି କହିଲେ ରାହୁଲ ଗାନ୍ଧୀ

ତୁମେମାନେ ଟାଇଗର୍, କାହାରିକୁ ଡରନି । ମାଡ଼ି ଚାଲ । ଏମିତି କହି କଂଗ୍ରେସ ନେତା ଓ କର୍ମୀଙ୍କ ଜୋଶ୍ ଭରିଲେ ରାହୁଲ୍ । ବାରମ୍ୱାର ଓଡ଼ିଶା ଆସିବାକୁ ଦେଲେ ପ୍ରତିଶ୍ରୁତି । କଂଗ୍ରେସର ଫୋକସରେ ରହିଛି ଓଡ଼ିଶା ।

Rahul Gandhi: ଦମ୍ ଲଗେଇକି ଲୋକଙ୍କୁ ବୁଝା, ଲଢ଼େଇ କର ଓ ସରକାରକୁ ବଦଳାଅ, ଏମିତି କହିଲେ ରାହୁଲ ଗାନ୍ଧୀ
Array