Railway tunnel collapsed: ନିର୍ମାଣାଧୀନ ରେଳ ଟନେଲ ଭୁଶୁଡିଲା

ଅଡେଣିଗଡ ନିକଟରେ କୌଣସି କାରଣରୁ ଟନେଲ ଭୁଶୁଡି ପଡିଥିଲା। ଟନେଲ ଭୁଶୁଡିବା କାରଣରୁ ପ୍ରାୟ ୩୦ ମିଟରର ଗର୍ତ୍ତ ହୋଇଥିବା ଜଣା ପଡିଛି।

Railway tunnel collapsed: ନିର୍ମାଣାଧୀନ ରେଳ ଟନେଲ ଭୁଶୁଡିଲା
Array