Rain Dance Frenzy: ବର୍ଷାରେ ନାଚିଲେ ଛାତ୍ରଛାତ୍ରୀ ; କିଏ ଦେଇଥିଲେ ଅନୁମତି ?

ମୟୂରଭଞ୍ଜ ଜିଲ୍ଲା ବାରିପଦାର ସରକାରୀ ପଲିଟେକନିକ୍ କଲେଜର ପିଲାମାନଙ୍କ ବର୍ଷାରେ ନାଚିବା ସମୟର ଦୃଶ୍ୟ ସାମ୍ନାକୁ ଆସିଛି । ପିଲାମାନେ ଷ୍ଟଡି ଟୁର୍‌ରେ କଲେଜରୁ ବାହାରି ଜଙ୍ଗଲରେ ନାଚିଥିଲେ ।

Rain Dance Frenzy: ବର୍ଷାରେ ନାଚିଲେ ଛାତ୍ରଛାତ୍ରୀ ; କିଏ ଦେଇଥିଲେ ଅନୁମତି ?
Array