Raja Chakra: ବିଜେଡି ନେତା ରାଜା ଚକ୍ରଙ୍କ ୧୩ ଟିପର୍ ଜବତ, ଥିଲା କ୍ରଶର ୟୁନିଟରେ
Raja Chakra:ଏସବୁ ଟିପର୍ ରାଜା ଚକ୍ରଙ୍କ ନାଁରେ ରହିଥିଲା । ଜବତ ଟିପର୍ ଗୁଡ଼ିକରେ ବ୍ୟାଟେରୀ କିମ୍ବା ଚାବି ନାହିଁ । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ସୌମ୍ୟଶଙ୍କର ଓରଫ ରାଜା ଚକ୍ର। ରାଜା ଚକ୍ର ସହ ତାର ସହଯୋଗୀଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଛି EOW ।