Big News: ପଢ଼ନ୍ତୁ ଆଜିର ବଡ଼ ଖବର

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କଲେ ଅର୍ଚ୍ଚନା ନାଗ । ପୂର୍ବରୁ ହୋଇଥିବା ଗିରଫଦାରୀକୁ ବିରୋଧ କରି ନ୍ୟାୟ ପାଇଁ ଗୁହାରି କଲେ । କହିଲେ ମୋ ସହ ଅନ୍ୟାୟ ହୋଇଛି, ମୋ ନାଁରେ ମିଛ ଅଭିଯୋଗ ଅଣାଯାଇଥିଲା ।

Big News: ପଢ଼ନ୍ତୁ ଆଜିର ବଡ଼ ଖବର
Array