Rajghat Bridge Over Salandi in Bhadrak Poses Danger; Locals Demand Restoration as Heritage Site
ବିପଦ ସଙ୍କୁଳ ଅବସ୍ଥାରେ ଭଦ୍ରକର ରାଜଘାଟ ପୋଲ । ବିପଦରେ ସାଳନ୍ଦୀ ନଦୀ ଉପର ରାଜଘାଟ ପୋଲ । ବ୍ରିଟିଶ ଅମଳର ଲୁହା ବ୍ରିଜର ହେଉନାହିଁ ରକ୍ଷଣାବେକ୍ଷଣ । ପୁନଃନିର୍ମାଣ ସହ ଐତିହାସିକ ସ୍ମାରକ କରିବାକୁ ଦାବି । #BhadrakNews #RajghatBridge
ବିପଦ ସଙ୍କୁଳ ଅବସ୍ଥାରେ ଭଦ୍ରକର ରାଜଘାଟ ପୋଲ । ବିପଦରେ ସାଳନ୍ଦୀ ନଦୀ ଉପର ରାଜଘାଟ ପୋଲ । ବ୍ରିଟିଶ ଅମଳର ଲୁହା ବ୍ରିଜର ହେଉନାହିଁ ରକ୍ଷଣାବେକ୍ଷଣ । ପୁନଃନିର୍ମାଣ ସହ ଐତିହାସିକ ସ୍ମାରକ କରିବାକୁ ଦାବି ।
#BhadrakNews #RajghatBridge