Rajpal Yadav: ଆର୍ମିରେ ଯାଇଥାଆନ୍ତେ କିନ୍ତୁ କାଳ ହେଲା ଏହି ସମସ୍ୟା

ଝିଅର ଜନ୍ମ ସମୟରେ ରାଜପାଲଙ୍କ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା । ନିକଟରେ ଏକ ସାକ୍ଷାତକାରେ ସେ ଏହାର ଖୁଲାସା କରିଛନ୍ତି । କହିଛନ୍ତି, ସେହି ସମୟକୁ ପାର କରିବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜିଂ ଥିଲା ।

Rajpal Yadav: ଆର୍ମିରେ ଯାଇଥାଆନ୍ତେ କିନ୍ତୁ କାଳ ହେଲା ଏହି ସମସ୍ୟା
Array