Rasha Thadani: ସର୍ଟ ସ୍କର୍ଟ ଆଉ ମ୍ୟାଚିଂ ବ୍ଲେଜରରେ ରବୀନା ଟଣ୍ଡନ୍ଙ୍କ ଝିଅ
ଭେଟେରାନ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଝିଅ ରାଶା ଥଡାନୀ ଫିଲ୍ମ 'ଆଜାଦ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଯଦିଓ ତାଙ୍କ ଚଳଚ୍ଚିତ୍ର ଫ୍ଲପ୍ ହୋଇଥିଲା, ରାଶାଙ୍କ ଡ୍ୟାନ୍ସ ମୁଭ୍ସ ଏବଂ ଅଭିନୟ ଲୋକଙ୍କ ହୃଦୟ ଜିତିଥିଲା। ଏବେ ଅଭିନେତ୍ରୀ ତାଙ୍କ ଗ୍ଲାମରସ୍ ଲୁକ୍ ପାଇଁ ଚର୍ଚ୍ଚାରେ ଅଛନ୍ତି।