Rashmika Mandanna: ବିମାନବନ୍ଦରରେ କାଜୁଆଲ୍ ଲୁକ୍ରେ
ରଶ୍ମିକା ମନ୍ଦାନା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସିକନ୍ଦର’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ‘ସିକନ୍ଦର’ ରିଲିଜ୍ ହେବା ପୂର୍ବରୁ ରଶ୍ମିକାଙ୍କୁ ବିମାନବନ୍ଦରରେ କାଜୁଆଲ୍ ଲୁକ୍ରେ ଦେଖିବାକୁ ମିଳିଛି। ସେ ଏବେ ଫିଲ୍ମ ପ୍ରମୋସନରେ ଚାରିଆଡେ ବୁଲୁଛନ୍ତି।