ବଦଳିଲେ ପାଟଣା ତହସିଲଦାର, ଆସିଲେ କୌସିକ ପଟ୍ଟନାୟକ
ପାଟଣା,୧୫।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲଦାର ଲୀଳାବତି ନାୟକଙ୍କ ଶନିବାର ବାଲେଶ୍ୱରକୁ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି। ସେହିଭଳି ବାଂଶପାଳ ତହସିଲଦାର କୌଶିକ ପଟ୍ଟନାୟକଶଙ୍କର ପାଟଣା ତହସିଲକୁ ତହସିଲଦାର ଭାବେ ବଦଳି ହୋଇଛି। ସୂଚନା ଯେ ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ର୍ନିମାଣ ହେବାକୁ ଥିବାରୁ ରାଜ୍ୟ ସରକାର ଜଣେ ଅଭିଜ୍ଞ ଓ ଦକ୍ଷ ଅଫିସରଙ୍କୁ ପାଟଣା ତହସିଲକୁ ପଠାଇଥିବା ଆଲୋଚନା ହେଉଛି। ଏନେଇ ରାଜସ୍ବ ବିପର୍ଯ୍ୟୟ ବିଭାଗ […] The post ବଦଳିଲେ ପାଟଣା ତହସିଲଦାର, ଆସିଲେ କୌସିକ ପଟ୍ଟନାୟକ appeared first on Dharitri Odia News.
ପାଟଣା,୧୫।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲଦାର ଲୀଳାବତି ନାୟକଙ୍କ ଶନିବାର ବାଲେଶ୍ୱରକୁ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି। ସେହିଭଳି ବାଂଶପାଳ ତହସିଲଦାର କୌଶିକ ପଟ୍ଟନାୟକଶଙ୍କର ପାଟଣା ତହସିଲକୁ ତହସିଲଦାର ଭାବେ ବଦଳି ହୋଇଛି।
ସୂଚନା ଯେ ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ର୍ନିମାଣ ହେବାକୁ ଥିବାରୁ ରାଜ୍ୟ ସରକାର ଜଣେ ଅଭିଜ୍ଞ ଓ ଦକ୍ଷ ଅଫିସରଙ୍କୁ ପାଟଣା ତହସିଲକୁ ପଠାଇଥିବା ଆଲୋଚନା ହେଉଛି। ଏନେଇ ରାଜସ୍ବ ବିପର୍ଯ୍ୟୟ ବିଭାଗ ପକ୍ଷସ୍ରୁ ପତ୍ର ସଂଖ୍ୟା ୬୨୮୮ ନମ୍ବରରେ ନିର୍ଦ୍ଦେଶ ଦିଆଯାଇଛି।
The post ବଦଳିଲେ ପାଟଣା ତହସିଲଦାର, ଆସିଲେ କୌସିକ ପଟ୍ଟନାୟକ appeared first on Dharitri Odia News.