Rath yatra 2025 : ଭାବ ଭକ୍ତିରେ ଉଚ୍ଛୁଳି ପଡୁଛି ବଡ଼ଦାଣ୍ଡ; ରତ୍ନ ସିଂହାସନରୁ ଓହ୍ଲାଇ ଆସିବେ ଶ୍ରୀଜିଉ

ଜୟ ଜଗନ୍ନାଥ...ଗୁଣ୍ଡିଚା ନାମେ ମୋ ଯାତ୍ରା ପରମପାବନୀ, ରଥଯାତ୍ରା ନାମେ ଖ୍ୟାତ ହେବ ଯେ ଅବନୀ। ଜଗନ୍ନାଥ ପୁରାଣରେ ସ୍ବୟଂ ମହାପ୍ରଭୁ ଯେଉଁକଥା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ ଆଜି ସେହି ପବିତ୍ର ଘୋଷଯାତ୍ରା।

Rath yatra 2025 : ଭାବ ଭକ୍ତିରେ ଉଚ୍ଛୁଳି ପଡୁଛି ବଡ଼ଦାଣ୍ଡ; ରତ୍ନ ସିଂହାସନରୁ  ଓହ୍ଲାଇ ଆସିବେ ଶ୍ରୀଜିଉ
Array