Rath Yatra: କୋଲକାତାରୁ କାଶୀ, ଦିଲ୍ଲୀରୁ ଅହମ୍ମଦାବାଦ୍...ସବୁଠି ଜଗନ୍ନାଥମୟ

ଚିଲିକା ଭିତରେ ଜଗନ୍ନାଥଙ୍କ ଗୁପ୍ତ କ୍ଷେତ୍ର ‘କାଙ୍କଣ ଶିଖରୀ’ରେ ପାଳନ ହୋଇଛି ରଥଯାତ୍ରା । କୋଲକାତାରୁ କାଶୀ, ଦିଲ୍ଲୀରୁ ଅହମ୍ମଦାବାଦ ରଥର ଘର୍ଘର ନାଦରେ କମ୍ପିଛି ଚର୍ତୁଦିଗ ଓ ଶୁଭିଛି ଜୟ ଜଗନ୍ନାଥ ।

Rath Yatra: କୋଲକାତାରୁ କାଶୀ, ଦିଲ୍ଲୀରୁ ଅହମ୍ମଦାବାଦ୍...ସବୁଠି ଜଗନ୍ନାଥମୟ
Array