Ratha Yatra: କାହା ହାତରେ ବୀର କାହାଳୀ, ତ କାହା କାନ୍ଧରେ ବିରଜାଙ୍କ ଧ୍ବଜା...ଚାଲି ଚାଲି ଆସୁଛନ୍ତି ଶ୍ରୀକ୍ଷେତ୍ର

ଜଗାକୁ ଭେଟ ହେବେ, ରଥ ଉପରେ ଆଖିରେ ଆଖି ପୂରେଇ ଦେଖିବେ, ସେଇଠି ନାଚିବେ-ଗାଇବେ। ଏମିତି ଅନେକ ଆଶା ନେଇ ପଥଯାତ୍ରାରେ ଆଗେଇ ଚାଲିଛନ୍ତି।

Array