Ration Card: ଏଇ ମାସରୁ ଚାଉଳ ବନ୍ଦ, ମନ୍ତ୍ରୀ କହିଲେ ଆଉ ଦିଆଯିବନି ସମୟ

ନୂଆ ସରକାର ଆସିବା ପରେ ରାସନ ଚୋରିକୁ ଧରିବା ପାଇଁ ରାସନ କାର୍ଡର ଇ-କେୱାଇସି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ବହୁ ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ବାଧ୍ୟ ହୋଇ ସରକାର ରାସନ କାର୍ଡ ସସପେଣ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

Ration Card: ଏଇ ମାସରୁ ଚାଉଳ ବନ୍ଦ, ମନ୍ତ୍ରୀ କହିଲେ ଆଉ ଦିଆଯିବନି ସମୟ
Array