Ration Card: ‘୩ ମାସରେ e-KYC ନ କଲେ ରାସନ କାର୍ଡ କଟାଯିବ’

ମନ୍ତ୍ରୀ କହିଛନ୍ତି, e-KYC କରିନଥିବା ଲୋକଙ୍କ ପାଇଁ ୩ ମାସ ଅପେକ୍ଷା କରିବ ସରକାର । କାର୍ଡଗୁଡ଼ିକୁ ସେହି ସମୟରେ ସସପେଣ୍ଡ ଅବସ୍ଥାରେ ରହିବ। ଯଦି ୩ ମାସ ଭିତରେ ସେମାନେ e-KYC ନକରିବେ କାର୍ଡଗୁଡ଼ିକୁ କାଟି ଦେବେ ସରକାର।

Ration Card: ‘୩ ମାସରେ e-KYC ନ କଲେ ରାସନ କାର୍ଡ କଟାଯିବ’
Array