Ratna Bhandar: ଆସନ୍ତା ୧୬ରୁ ରତ୍ନଭଣ୍ଡାର ମରାମତି ! ଖୁବଶୀଘ୍ର ସରିବ ଗଣତିମଣତି

ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ କି କୋଠରୀ ନଥିବା ଜିପିଆର ସର୍ଭେରୁ ସ୍ପଷ୍ଟ ସଙ୍କେତ ମିଳିବା ପରେ ଏବେ ମରାମତି ପାଇଁ ବାଟ ସଫା ହୋଇଛି। ମରାମତି ସରିଲେ ଅଳଙ୍କାର ଗଣତି ମଣତି ବି ହେବ।

Ratna Bhandar: ଆସନ୍ତା ୧୬ରୁ ରତ୍ନଭଣ୍ଡାର ମରାମତି ! ଖୁବଶୀଘ୍ର ସରିବ ଗଣତିମଣତି
Array