Ravi Ashwin Retirement: ଗାବା ଟେଷ୍ଟ ପରେ କ୍ରିକେଟ୍‌କୁ ଅଲବିଦା ଜଣାଇଲେ ଆର୍. ଅଶ୍ୱିନ

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଆର୍. ଅଶ୍ୱିନ । ୩୮ ବର୍ଷ ବୟସରେ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ ।

Ravi Ashwin Retirement: ଗାବା ଟେଷ୍ଟ ପରେ କ୍ରିକେଟ୍‌କୁ ଅଲବିଦା ଜଣାଇଲେ ଆର୍. ଅଶ୍ୱିନ
Array