RCB Beat Rajasthan Royals : ଆରସିବିର ଚତୁର୍ଥ ଆୱେ ବିଜୟ

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୪ ୱିକେଟ ହରାଇ ୧୭୩ ରନ କରିଥିଲା। ଜବାବରେ ଆରସିବି ୧୭.୩ ଓଭରରେ ୧ ୱିକେଟ ହରାଇ ମ୍ୟାଚକୁ ଜିତି ନେଇଥିଲା।

RCB Beat Rajasthan Royals : ଆରସିବିର ଚତୁର୍ଥ ଆୱେ ବିଜୟ
Array