Real Estate Odisha Developments: ଗ୍ରାହକଙ୍କୁ ସ୍ୱପ୍ନର ଗୃହ ଯୋଗାଇବ ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା ‘ଡିଅନ୍ ଗ୍ରୁପ’

କଟକ ଏବଂ ଭୁବନେଶ୍ୱର ମଧ୍ୟରେ କାଠଯୋଡି ଓ କୁଆଖାଇ ନଦୀ ତଟରେ ଅବସ୍ଥିତ ତ୍ରିଶୂଳିଆ ଅଞ୍ଚଳରେ ସ୍ୱପ୍ନର ଘର କରି ରହିବା ପାଇଁ ଚାହୁଁଥିବା ଲୋକମାନଙ୍କୁ ଅତ୍ୟାଧୁନିକ ଜ୍ଞାନ କୌଶଳରେ ଗୃହ ନିର୍ମାଣ କରି ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା ‘ଡିଅନ୍ ଗ୍ରୁପ’ ।

Real Estate Odisha Developments: ଗ୍ରାହକଙ୍କୁ ସ୍ୱପ୍ନର ଗୃହ ଯୋଗାଇବ ଅଗ୍ରଣୀ ରିଅଲ ଇଷ୍ଟେଟ ସଂସ୍ଥା ‘ଡିଅନ୍ ଗ୍ରୁପ’
Array