Rebirth of Suka Paika: ନଈ ପାଇଲା ହଜିଲା ଠିକଣା

ଗପ ପେଡ଼ିରୁ ମୁକୁଳି ଦୀର୍ଘ ୭୪ ବର୍ଷ ପରେ ଜିଇଁ ଉଠିଛି ମହାନଦୀର ଶାଖାନଦୀ ସୁକ ପାଇକା। ସତସତିକା ରୂପ ନେବାକୁ ଯାଉଛି... ସୁପ୍ତ ନଦୀ.. ଲୁପ୍ତ ନଦୀ... ଲକ୍ଷ ଲକ୍ଷ ଗାଉଁଲି ମଣିଷଙ୍କ ଆଶାର ନଦୀ- 'ସୁକ ପାଇକା'।

Rebirth of Suka Paika: ନଈ ପାଇଲା ହଜିଲା ଠିକଣା
Array