Meerut Murder Case: ସ୍ୱାମୀକୁ ୧୮ ଖଣ୍ଡ କରିବା ପରେ ବୟଫ୍ରେଣ୍ଡ ସହ ହୋଲି ଖେଳିଥିଲା ସ୍ତ୍ରୀ

ସ୍ୱାମୀକୁ ୧୮ ଖଣ୍ଡ କରି ବୟଫ୍ରେଣ୍ଡ ସହ ହୋଲି ଖେଳିଥିଲା ସ୍ତ୍ରୀ । ପବରେ ଡ୍ୟାନ୍ସ୍ କରିଥିଲା, ବୟଫ୍ରେଣ୍ଡ ସହ ମିଶି କେକ୍ କାଟିଥିଲା । ଉତ୍ତରପ୍ରଦେଶ ମୀରଟରେ ମରଚାଣ୍ଟ ନେଭି ଅଫିସର ସୌରଭ ରାଜପୁତଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ଆଉ ଏକ ନୂଆ ଭିଡ଼ିଓ ।

Meerut Murder Case: ସ୍ୱାମୀକୁ ୧୮ ଖଣ୍ଡ କରିବା ପରେ ବୟଫ୍ରେଣ୍ଡ ସହ ହୋଲି ଖେଳିଥିଲା ସ୍ତ୍ରୀ
Array