Red River: ରେଡ୍ ରିଭର ଉପରୁ ଭଙ୍ଗାଗଲା ୩୦୦ ଡ୍ୟାମ; ୩୪୨ ହାଇଡ୍ରୋପାୱାର ଷ୍ଟେସନର କାର୍ଯ୍ୟକ୍ଷମ ବନ୍ଦ

ଚାଇନାର ଚିଶହୁଇ ହେ ନଦୀ ଉପରେ ଥିବା ୩୦୦ଟି ଡ୍ୟାମକୁ ଭାଙ୍ଗିବା ସହ ୩୪୨ଟି ହାଇଡ୍ରୋପାୱାର ଷ୍ଟେସନକୁ ଅକାମୀ କରି ଦିଆଯାଇଛି । ବିଲୁପ୍ତ ପ୍ରଜାତିର ମାଛ ୟାଙ୍ଗତଜେ ଷ୍ଟର୍ଜନକୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଚାଇନା ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Red River: ରେଡ୍ ରିଭର ଉପରୁ ଭଙ୍ଗାଗଲା ୩୦୦ ଡ୍ୟାମ; ୩୪୨ ହାଇଡ୍ରୋପାୱାର ଷ୍ଟେସନର କାର୍ଯ୍ୟକ୍ଷମ ବନ୍ଦ
Array