Revenue Services App: ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ଗୋଟିଏ କ୍ଲିକ୍‌ରେ ମିଳିବ ସବୁ ସେବା

ହାତ ପାହାନ୍ତାରେ ମିଳିବ ସମସ୍ତ ରାଜସ୍ୱ ସେବା । ଆସିଲା ଇ-ରେଜିଷ୍ଟ୍ରେସନ୍ ଆପ୍ । ଇ-ରେଜିଷ୍ଟ୍ରେସନ ଆପ୍‌କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୌଣସି ସେବା କେନ୍ଦ୍ରକୁ ନ ଯାଇ ଘରେ ବସି ସୁବିଧା ପାଇପାରିବେ ଉପଭୋକ୍ତା ।

Revenue Services App: ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ଗୋଟିଏ କ୍ଲିକ୍‌ରେ ମିଳିବ ସବୁ ସେବା
Array