Richest European Country: ନା ଅଛି ବିମାନବନ୍ଦର ନା ନିଜସ୍ୱ ମୁଦ୍ରା, ତଥାପି ଏହି ଦେଶ ସବୁଠୁ ଧନୀ, କାମ ନ କଲେ ବି ସରିବନି ଟଙ୍କା

ଏହି ଦେଶର କୌଣସି ବିମାନବନ୍ଦର ନାହିଁ, ଏହାର ନିଜସ୍ୱ ମୁଦ୍ରା ନାହିଁ, ଏଠାକାର ଲୋକେ ବ୍ରିଟେନର ରାଜାମାନଙ୍କଠାରୁ ଧନୀ, ସ୍ଥାନୀୟ ଲୋକମାନେ ଏତେ ଧନୀ ଯେ ସେମାନଙ୍କୁ ଜୀବନସାରା କାମ କରିବାକୁ ପଡ଼େ ନାହିଁ; ଏହା ସ୍ୱିଜରଲ୍ୟାଣ୍ଡ କିମ୍ବା ଗ୍ରୀସ୍ ନୁହେଁ, ଏହା ହେଉଛି ଲିକ୍ଟେନଷ୍ଟାଇନ।

Richest European Country: ନା ଅଛି ବିମାନବନ୍ଦର ନା ନିଜସ୍ୱ ମୁଦ୍ରା, ତଥାପି ଏହି ଦେଶ ସବୁଠୁ ଧନୀ, କାମ ନ କଲେ ବି ସରିବନି ଟଙ୍କା
Array