School Reopen in Jammu Kashmir: ଜମ୍ମୁ କାଶ୍ମୀରରେ ଖୋଲିଲା ଶିକ୍ଷାନୁଷ୍ଠାନ, ସୀମାନ୍ତରେ ଅନଲାଇନ କ୍ଲାସ

ଜମ୍ମୁ କାଶ୍ମୀରରେ ସ୍ୱାଭାବିକ ହେବ ପାଠପଢା । ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାର ସ୍କୁଲ କଲେଜ ଖୋଲିଛି । ବନ୍ଦ ଥିବା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢିପାରିବେ ।

School Reopen in Jammu Kashmir: ଜମ୍ମୁ କାଶ୍ମୀରରେ ଖୋଲିଲା ଶିକ୍ଷାନୁଷ୍ଠାନ, ସୀମାନ୍ତରେ ଅନଲାଇନ କ୍ଲାସ
Array