ଏମିତି ପୁଅ ସମସ୍ତଙ୍କୁ ଦିଅ
ଯଦି ବୃଦ୍ଧା ଅବସ୍ଥାରେ ତୋ ଡୋରୀ ଲେଗେ ତାହେଲେ ଏମିତି ପୁଅଟେ ମୋ କୋଳରେ ଦେଇଥିବୁ କାଳିଆ । ଯିଏ ମତେ କାଖେଇ କାଖେଇ ତୋ ଶ୍ରୀ ମନ୍ଦିରକୁ ନେବ, ଆଉ ତୋ ଚକା ଆଖିରେ ମୋ ଆଖି ମିଶାଇବ ।