ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଆସିଲେ 'ଦୀପଜ୍ୟୋତି', ସାଙ୍ଗରେ ଧରି ବୁଲିଲେ, ଗେଲ କଲେ
ନୂଆଦିଲ୍ଲୀ ୧୪/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନକୁ ଆସିଛି ନୂଆ ଅତିଥି । ପ୍ରଧାନମନ୍ତ୍ରୀଙ୍କ ୭-ଲୋକ କଲ୍ୟାଣ ମାର୍ଗ ବାସଭବନରେ ଜନ୍ମ ହୋଇଛି ନୂଆ ବାଛୁରୀ । ଆଉ ସେହି ବାଛୁରୀକୁ ଧରି ଘର ଭିତରେ ବୁିଥିଲେ ମୋଦି । ଖାଲି ବୁଲିନଥିଲେ ତ ତାକୁ ପୂଜା କରିବା ସହ ଗେହ୍ଲା କରିଥିଲେ । ସୂଚନା ଥାଉକି, ବାଛୁରୀର କପାଳରେ ଧଳା ଓ କଳା ଗୋଲେଇ ଚିହ୍ନ ରହିଛି । ଯାହା ଦୀପର ଜ୍ୟୋତି ଭଳି ଦେଖାଯାଉଛି । ସେଥିପାଇଁ ଏହି ବାଛୁରୀର ନାଁ ଦୀପଜ୍ୟୋତି ବୋଲି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୋସିଆଲ୍ ମିଡିଆରେ ବାଛୁରୀ ସହ ନିଜ ଭିଡିଓକୁ ପୋଷ୍ଟ କରି ଖୁସି ସେୟାର କରିଛନ୍ତି ନମୋ । ଛୋଟ ବାଛୁରୀ ସହ ଖୋଦ୍ ପ୍ରଧାନମନ୍ତ୍ରୀ ବେଶ୍ କିଛି ସମୟ ବିତାଇଛନ୍ତି । ଏହାପୂର୍ବରୁ ବି ପ୍ରଧାନମନ୍ତ୍ରୀଙ୍କ ଆବାସରେ ଗାଈଙ୍କୁ ପୂଜା କରାଯାଉଥିବା ଦେଖିବାକୁ ମିଳିଥିଲା । ଏହାସହ ସେମାନଙ୍କ ଆଶ୍ରୟର ବି ବ୍ୟବସ୍ଥା ବି ହୋଇଛି । हमारे शास्त्रों में कहा गया है - गाव: सर्वसुख प्रदा:'।लोक कल्याण मार्ग पर प्रधानमंत्री आवास परिवार में एक नए सदस्य का शुभ आगमन हुआ है।प्रधानमंत्री आवास में प्रिय गौ माता ने एक नव वत्सा को जन्म दिया है, जिसके मस्तक पर ज्योति का चिह्न है।इसलिए, मैंने इसका नाम 'दीपज्योति'… pic.twitter.com/NhAJ4DDq8K— Narendra Modi (@narendramodi)
ନୂଆଦିଲ୍ଲୀ ୧୪/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରୀ ବାସଭବନକୁ ଆସିଛି ନୂଆ ଅତିଥି । ପ୍ରଧାନମନ୍ତ୍ରୀଙ୍କ ୭-ଲୋକ କଲ୍ୟାଣ ମାର୍ଗ ବାସଭବନରେ ଜନ୍ମ ହୋଇଛି ନୂଆ ବାଛୁରୀ । ଆଉ ସେହି ବାଛୁରୀକୁ ଧରି ଘର ଭିତରେ ବୁିଥିଲେ ମୋଦି । ଖାଲି ବୁଲିନଥିଲେ ତ ତାକୁ ପୂଜା କରିବା ସହ ଗେହ୍ଲା କରିଥିଲେ ।
ସୂଚନା ଥାଉକି, ବାଛୁରୀର କପାଳରେ ଧଳା ଓ କଳା ଗୋଲେଇ ଚିହ୍ନ ରହିଛି । ଯାହା ଦୀପର ଜ୍ୟୋତି ଭଳି ଦେଖାଯାଉଛି । ସେଥିପାଇଁ ଏହି ବାଛୁରୀର ନାଁ ଦୀପଜ୍ୟୋତି ବୋଲି ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୋସିଆଲ୍ ମିଡିଆରେ ବାଛୁରୀ ସହ ନିଜ ଭିଡିଓକୁ ପୋଷ୍ଟ କରି ଖୁସି ସେୟାର କରିଛନ୍ତି ନମୋ । ଛୋଟ ବାଛୁରୀ ସହ ଖୋଦ୍ ପ୍ରଧାନମନ୍ତ୍ରୀ ବେଶ୍ କିଛି ସମୟ ବିତାଇଛନ୍ତି । ଏହାପୂର୍ବରୁ ବି ପ୍ରଧାନମନ୍ତ୍ରୀଙ୍କ ଆବାସରେ ଗାଈଙ୍କୁ ପୂଜା କରାଯାଉଥିବା ଦେଖିବାକୁ ମିଳିଥିଲା । ଏହାସହ ସେମାନଙ୍କ ଆଶ୍ରୟର ବି ବ୍ୟବସ୍ଥା ବି ହୋଇଛି ।
हमारे शास्त्रों में कहा गया है - गाव: सर्वसुख प्रदा:'।
लोक कल्याण मार्ग पर प्रधानमंत्री आवास परिवार में एक नए सदस्य का शुभ आगमन हुआ है।
प्रधानमंत्री आवास में प्रिय गौ माता ने एक नव वत्सा को जन्म दिया है, जिसके मस्तक पर ज्योति का चिह्न है।
इसलिए, मैंने इसका नाम 'दीपज्योति'… pic.twitter.com/NhAJ4DDq8K— Narendra Modi (@narendramodi) September 14, 2024
ପ୍ରଧାନମନ୍ତ୍ରୀ ପୋଷ୍ଟ କରିବା ସମୟରେ ଲେଖିଛନ୍ତି, 'ଏହା ଆମ ଶାସ୍ତ୍ରରେ କୁହାଯାଇଛି -'ଗୌ: ସର୍ବସୁଖ ପ୍ରଦା'। ଲୋକ କଲ୍ୟାଣ ମାର୍ଗରେ ଅବସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ନୂତନ ସଦସ୍ୟ ଶୁଭକାମନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରିୟ ମା ଗୌମାତା ଏକ ନୂଆ ବାଛୁରୀ ଜନ୍ମ ଦେଇଛନ୍ତି । ଯାହାର କପାଳରେ ଆଲୋକର ପ୍ରତୀକ ରହିଛି। ମୁଁ ଏହାର ନାମ 'ଦୀପଜୋତି' ରଖିଛି ।