Rishabh Pant IPL 2025 Performance: ବଦଳିଲା ବ୍ୟାଟିଂ ଅର୍ଡର...କିନ୍ତୁ ବଦଳିଲାନି ଭାଗ୍ୟ, ପୁଣି ଫ୍ଲପ୍ ହେଲେ ଋଷଭ ପନ୍ତ
ମିଚେଲ ମାର୍ଶଙ୍କ ଅନୁପସ୍ଥିତି ଯୋଗୁଁ ଋଷଭ ପନ୍ତ ଗୁଜରାଟ ବିପକ୍ଷ ମ୍ୟାଚ୍ରେ ଓପନିଂ କରିବାକୁ ଆସିଥିଲେ । ପନ୍ତ ନିଜ ବ୍ୟାଟିଂ ଅର୍ଡର ବଦଳାଇଥିଲେ କିନ୍ତୁ ତାଙ୍କ ଭାଗ୍ୟ ବଦଳି ନଥିଲା ।